Browsing Tag

ias reshuffle

ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଛି କେଉଁ ଦାୟିତ୍ୱ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜ୍ୟରେ ଆଇଏଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ ହୋଇଛି । ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦାୟିତ୍ୱ ମିଳିଛି । ଏହା ସହ ଶ୍ରୀ କ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି । ବଲୱନ୍ତ ସିଂ ହେଲେ ଓଡ଼ିଶା…

ରାଜ୍ୟ ପ୍ରଶାସନିକ ସ୍ତରରେ ବଡଧରଣର ଅଦଳ ବଦଳ, ଜାଣନ୍ତୁ କେଉଁ ଜିଲ୍ଲାପାଳ କେଉଁଠାକୁ ବଦଳି ହେଲେ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳ ବଦଳ । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ହେଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ । ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସ୍ୱତନ୍ତ୍ର ପ୍ରକଳ୍ପ, ପିଆର ଏବଂ ଡିବ୍ଲୁ ବିଭାଗର ନିର୍ଦ୍ଦେଶକ ହୋଇଛନ୍ତି ।…

ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଛି କେଉଁ ବିଭାଗ

କେନ୍ୟୁଜ୍(ବ୍ୟୁରୋ): ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳବଦଳ । କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ରାଜସ୍ୱ ବିଭାଗ ପ୍ରମୁଖ ସଚିବ ଥିବା ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି…

IAS ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

IAS ସ୍ତରରେ ଅଦଳବଦଳ । ଗ୍ରାମ୍ୟ ଉନ୍ନୟନ ସଚିବ ହୋଇଛନ୍ତି ପ୍ରଦୀପ ଜେନା । ପ୍ରଦୀପଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ଅତିରିକ୍ତ ଦାୟିତ୍ୱ ମିଳିଛି । ମୋନା ଶର୍ମା ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ଭାବେ ଦାୟିତ୍ୱ ମିଳିଛି । ସଞ୍ଜିବ ଚୋପ୍ରା ଗୃହ ସଚିବ ଭାବେ ନିଯୁକ୍ତି ମିଳିଛି । ତାଙ୍କୁ…

ଆଗକୁ ସାଧାରଣ ନିର୍ବାଚନ, ରାଜ୍ୟ ପ୍ରଶାସନରେ ବଡ଼ ଅଦଳବଦଳ ନେଇ ଚର୍ଚ୍ଚା ଆରମ୍ଭ

କିଏ ହେବେ ରାଜ୍ୟ ଗୃହ ବିଭାଗର ନୂଆ ସଚିବ ? ତାକୁ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା। ଏବେ ବରିଷ୍ଠ ଆଇଏଏସ ଅଧିକାରୀ ତଥା ଉନ୍ନୟନ କମିଶନର ଅସିତ୍‌ ତ୍ରିପାଠୀଙ୍କୁ ଗୃହ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ଆଇନଶୃଙ୍ଖଳା…

କାଲି ଅବସର ନେବେ ଆର.ବାଲକ୍ରିଷ୍ଣନ୍‌, କିଏ ହେବେ ପରବର୍ତ୍ତୀ ଉନ୍ନୟନ କମିଶନର ?

ଭୁବନେଶ୍ବର : ଅବସର ଗ୍ରହଣ କରୁଛନ୍ତି ବରିଷ୍ଠ ଆଇଏଏସ ଅଫିସର ତଥା ଉନ୍ନୟନ କମିଶନର ଆର.ବାଲକ୍ରିଷ୍ଣନ । ତାଙ୍କ ସହ ବରିଷ୍ଠ ଆଇଏଏସ ଅଧିକାରୀ ତଥା ୧୯୮୫ ବ୍ୟାଚର ଅଫିସର ସଂଗ୍ରାମ ମିଶ୍ର ମଧ୍ୟ ଅବସର ନେବେ । ୧୯୮୪ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ଆର.ବାଲକ୍ରିଷ୍ଣନ । ସେହିପରି ୧୯୮୪ ବ୍ୟାଚର…