Browsing Tag

Ibrahim Unverdi

୨୨ ଲକ୍ଷ ଟଙ୍କା ହଡପ କରିବା ପାଇଁ କର୍ମଚାରୀ ରଚିଲା ଜବରଦସ୍ତ ପ୍ଲାନିଂ, ଘଟଣା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ଯ ହେବେ

ତୁର୍କୀ: ତୁର୍କୀରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ଯ ହୋଇଯିବେ। ଏଠାରେ ଜଣେ ବ୍ୟକ୍ତି ନିଜ ବସକୁ ହତ୍ୟା କରିବା ପାଇଁ ଜବରଦସ୍ତ ପ୍ଲାନ୍ କରିଛି ଜଣେ କର୍ମଚାରୀ । ଅଭିଯୁକ୍ତ କର୍ମଚାରୀ ନିଜ ବସକୁ ମାରିବା ପାଇଁ କୋଲଡ୍ରିଙ୍କସରେ କରୋନା…