Below header
Browsing Tag

ICC test ranking

ଆଇସିସି ଅଲରାଉଣ୍ଡର ରାଙ୍କିଂ: ଶୀର୍ଷ ୫ ସ୍ଥାନରେ ୩ ଭାରତୀୟ, ପ୍ରଥମ ସ୍ଥାନରେ ଜାଡେଜା

ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ କାରଣରୁ ଆଇସିସି ଟେଷ୍ଟ ରାଙ୍କିରେ ଭାରତକୁ ଫାଇଦା ମିଳିଛି । ଏହି ସିରିଜର ୩ଟି ମ୍ୟାଚ ଖେଳ ସରିଛି । ଏହି ସିରିଜରେ ଟିମ୍‌୨-୧ରେ ଆଗୁଆ ରହିଛି । ଭାରତୀୟ ଟିମର ନଜର ଏବେ ରାଞ୍ଚି ଟେଷ୍ଟ ଉପରେ ରହିଛି । ଆଉ ଏପଟେ ଭାରତୀୟ ଟିମକୁ ଆଇସିସି…

ଟେଷ୍ଟ ରାଙ୍କିରେ ନଂ ୧ ସ୍ଥାନ ପାଇବା ପରେ ମଧ୍ୟ ଖୁସିନାହାନ୍ତି ବୁମରା, ସେୟାର କଲେ ଭାବବିହ୍ଵଳ ପୋଷ୍ଟ

ଭାରତୀୟ ଟିମର ଦ୍ରୁତ ବୋଲର ଜସପ୍ରୀତ ବୁମରା ଇଂଲଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିଛନ୍ତି । ଫଳରେ ବୁମରା ବିଶ୍ୱର ସର୍ବଶ୍ରେଷ୍ଠ ଟେଷ୍ଟ ବୋଲର ହୋଇଛନ୍ତି । ବୁମରା ଆଇସିସି ଟେଷ୍ଟ ରାଙ୍କିରେ ୧ ନଂ ସ୍ଥାନ ପାଇବା ପରେ ମଧ୍ୟ ଖୁସି ନାହାନ୍ତି । ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି ।…

ICC Test Ranking : ୧ ନଂ ସ୍ଥାନ ବଜାୟ ରଖିଲେ ଅଶ୍ବିନ, ରାହାଣେ- ଶାର୍ଦ୍ଦୁଳ ମଧ୍ୟ ଉପରକୁ ଉଠିଲେ

ବିଶ୍ବ ଟେଷ୍ଟ ଚାମ୍ପିଅନସିପରେ ରବିଚନ୍ଦ୍ରନ ଅଶ୍ବିନଙ୍କୁ ସ୍ଥାନ ନ ମିଳିବା ପରେ ଅନେକ ଚର୍ଚ୍ଚା ମଧ୍ୟରେ ଟେଷ୍ଟ ବୋଲିଂ ର‍୍ୟାଙ୍କିଂରେ ୧ ନଂ ସ୍ଥାନ ହାସଲ କରିଛନ୍ତି । ଟେଷ୍ଟ ର‍୍ୟାଙ୍କିଂରେ ତାଙ୍କ ସ୍କୋର ୮୬୦ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ଜେମସ ଆଣ୍ଡରସନ ୮୫୦ ସ୍କୋର, ତୃତୀୟ ସ୍ଥାନରେ…

ଟେଷ୍ଟ ରାଙ୍କିଂରେ କରିଥିବା ତ୍ରୁଟିକୁ ନେଇ କ୍ଷମା ମାଗିଲା ଆଇସିସି, ଭାରତୀୟ ଫ୍ୟାନ୍ସ ନିରାଶ

ନିଜର ଭୁଲକୁ ସୁଧାରଲା ଆଇସିସି । ଟେଷ୍ଟ ରାଙ୍କିଂରେ କରିଥିବା ତ୍ରୁଟିକୁ ନେଇ କ୍ଷମା ମାଗିଲା ଆଇସିସି । ପ୍ରଥମେ ଭାରତକୁ ଟେଷ୍ଟ ରାଙ୍କିଂରେ ନଂ୧ କରିଥିବା ବେଳେ ଏବେ ଅଷ୍ଟ୍ରେଲିଆକୁ ରାଙ୍କିଂରେ ୧ ନଂ କରିଛି । ଆଇସିସି ଏଭଳି ତ୍ରୁଟି କିଭଳି କରିବାରେ ତାହାକୁ ନେଇ ପ୍ରଶ୍ନ ଉଠିଛି । ଆଇସିସି…

ଟେଷ୍ଟ ର‍୍ୟାଙ୍କିଙ୍ଗରେ ୧ ନଂ ସ୍ଥାନ ହରାଇଲା ଭାରତ, ଶୀର୍ଷ ସ୍ଥାନରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତ ଶୀର୍ଷ ସ୍ଥାନ ହରାଇଛି। ପ୍ରକାଶିତ ଖବର ର‍୍ୟାଙ୍କିଙ୍ଗରେ ଭାରତ ତୃତୀୟ ସ୍ଥାନକୁ ଖସିଛି। ଭାରତକୁ ହଟାଇ ଅଷ୍ଟ୍ରେଲିଆ ୧ ନମ୍ବର ସ୍ଥାନ ଅଧିକାର କରିଛି। ୨୦୧୬ ଅକ୍ଟୋବର ପରଠାରୁ ଭାରତ ଶୀର୍ଷ ସ୍ଥାନରେ ରହିଆସୁଥିଲା।…