Browsing Tag

iifa 2022

IIFA ୨୦୨୨ ଇଭେଣ୍ଟରେ ଏକାଠି ବସିଥିବାର ନଜର ଆସିଲେ ଅଭିଷେକ ବଚ୍ଚନ ଓ ସଲମାନ ଖାନ, ଫଟୋ ହେଉଛି ଭାଇରାଲ

IIFA ୨୦୨୨ ଆରମ୍ଭ ହୋଇଯାଇଛି ଏବଂ ଏହି କାର୍ଯ୍ୟକ୍ରମ ଦୁବାଇରେ ଚାଲିଛି। ପ୍ରତିବର୍ଷ ପରି ଏଥର ବହୁ ବଲିଉଡ ସେଲିବ୍ରେଟ୍ ମଧ୍ୟ ଏହି ଇଭେଣ୍ଟରେ ସୋ ରେ ଭାଗ ନେଇଛନ୍ତି। ଇଭେଣ୍ଟରୁ ଏପର୍ଯ୍ୟନ୍ତ ଅନେକ ସେଲିବ୍ରେଟିଙ୍କ ଫଟୋ ସାମ୍ନାକୁ ଆସିଲାଣି । ଯାହାକୁ ପ୍ରଶଂସକମାନେ ପସନ୍ଦ କରୁଛନ୍ତି।…