Below header
Browsing Tag

iifl gold loot case

ଆଇଆଇଏଫ୍‌ଏଲ୍‌ ସୁନା ଲୁଟ୍‌ ଘଟଣାରେ ଲାଲାର ଆଉ ଦୁଇ ସହଯୋଗୀ ଗିରଫ

କଟକ : କଟକ ଆଇଆଇଏଫଏଲ ସୁନା ଲୁଟ ଘଟଣାରେ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ। ଏମାନେ ହେଉଛନ୍ତି ଦେବାଶିଷ ହାଜ଼ରା ଓ ନୀଳମଣି ସାହା। ଏହି ଦୁଇ ଜଣ ଯାକ ମୁଖ୍ୟ ଅଭିଯୁକ୍ତ ଲାଲାର ସହଯୋଗୀ। ଫଳରେ ସୁନା ଲୁଟ୍‌ ଘଟଣାରେ ମୋଟ ଗିରଫଦାରୀ ୧୩ରେ ପହଞ୍ଚିଛି । ସେପଟେ ଘଟଣା…