Browsing Tag

iim job

IIM ରେ ଖାଲି ପଡ଼ିଛି ଏକାଧିକ ପ୍ରଫେସର ପଦବୀ, ଦରମା ୧.୪୦ ଲକ୍ଷ ଟଙ୍କା

ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟରେ ଏକାଧିକ ପ୍ରଫେସର ପଦବୀ ଖାଲି ପଡ଼ିଛି। ଇଚ୍ଛୁକ ପ୍ରାର୍ଥୀ ଏହି ପଦ ପାଇଁ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆଇଆଇଏମ୍‌ ବିଶାଖପାଟନାମ୍‌ରେ ଏହି ପଦବୀ ଖାଲିଥିବା ବେଳେ ଆବେଦନ ପାଇଁ ଶେଷ ତାରିଖ ଆଜି ଅର୍ଥାତ୍‌…