Browsing Tag

IIT ropar

ଆଇଆଇଟି ରୋପର ନିର୍ମାଣ କଲା ସାନିଟାଇଜେସନ ଟ୍ରଙ୍କ, ମୂଲ୍ୟ ମାତ୍ର ୫୦୦ ଟଙ୍କା

କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଦୁନିଆରେ ଅନେକ ପ୍ରୟାସ କରାଯାଉଛି। ଏହିଭଳି ସଂକଟ ପରିସ୍ଥିତିରେ IIT ରୋପେଡ ଏଭଳି ଏକ ଟ୍ରଙ୍କ ତିଆରି କରିଛନ୍ତି, ଯାହା UV ରେଡିଏସନ ଅର୍ଥାତ ଅତିବାଇଗଣି ରଶ୍ମି ସାହାଯ୍ୟରେ ଖାଦ୍ୟ-ପାନୀୟ ସାମଗ୍ରୀ, ଟଙ୍କା ଏବଂ ବାହାରୁ ଆସୁଥିବା ପ୍ରତ୍ୟେକ ଜିନିଷକୁ…