କମିବାରେ ଲାଗିଛି IIT ଛାତ୍ରଙ୍କ ଦରମା, ବର୍ଷକୁ ଦରମା ମିଳୁଛି ୧୦ ଲକ୍ଷରୁ ବି କମ୍
ଟେକ୍ କମ୍ପାନୀଗୁଡ଼ିକରେ ଆଇଆଇଟି ଗ୍ରାଜୁଏଟମାନଙ୍କର ଆବଶ୍ୟକ ହୁଏ । କିନ୍ତୁ ଏବେ ଏହି ଗ୍ରାଜୁଏଟମାନଙ୍କ ଚାକିରି ବିପଦରେ ପଡ଼ିଛି । ଆଇଆଇଟି ଛାତ୍ରଛାତ୍ରୀଙ୍କୁ ଚାକିରି ମିଳୁନି । ଯଦି ବି ମିଳୁଛି ତେବେ ସାଲାରୀ ପ୍ୟାକେଜ୍ ଏତେ କମ ରହୁଛି ଯେ ଚାକିରି ଆଶାୟୀମାନେ ଚାକିରି କରିବାରୁ ମୁହଁ…