ବାଲେଶ୍ୱରରେ ବେଆଇନ ବନ୍ଧୁକ ତିଆରି କାରଖାନା ଠାବ, ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ
ବାଲେଶ୍ୱର(କେନ୍ୟୁଜ) : ବାଲେଶ୍ୱରରେ ଠାବ ହୋଇଛି ବେଆଇନ ବନ୍ଧୁକ ତିଆରି କାରଖାନା। ଏନେଇ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରାଯାଇଛି। ବର୍ଷ ବର୍ଷ ଧରି ନୀଳଗିରି ହାତୀଖୁଲିଆ ଅଞ୍ଚଳରେ ଚାଲିଥିଲା ଦେଶୀ ବନ୍ଧୁକ ତିଆରି କାରଖାନା। ଏହାକୁ ଅଳ୍ପ ମୂଲ୍ୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବିକ୍ରି…