Below header
Browsing Tag

illegal cattle trafficking busted

ବେଆଇନ ଗୋରୁ ଚାଲାଣ ବେଳେ ଜବତ ହେଲା ୨ଟି ପିକଅପ୍ ଭ୍ୟାନ୍‌, ୬ ଗିରଫ

କେନ୍ଦୁଝର (କେନ୍ୟୁଜ) : ବେଆଇନ ଭାବେ ଗୋରୁ ଚାଲାଣ ବେଳେ ୨ଟି ପିକଅପ୍ ଭ୍ୟାନ୍ ଜବତ। ଚୋରା ଚାଲାଣ ଜବତ ଅଭିଯୋଗରେ ୬ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ୨ଟି ପିକଅପ୍ ଭ୍ୟାନରେ ମୋଟ ୧୦ଟି ଗୋରୁ ଥିଲେ। ସୋହେଲାରୁ କୋଲକାତା ଚୋରା ଚାଲାମ କରାଯାଉଥିବା ଖବର ପାଇ ତୁମୁଙ୍ଗା ପୋଲିସ…

ଆନନ୍ଦପୁରରୁ ବେଆଇନ ଗୋରୁ ଚାଲାଣବେଳେ ଚଢ଼ାଉ: ୧୫ଟି ଗୋରୁ ଉଦ୍ଧାର, ଜଣେ ଯୁବକ ଗିରଫ

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଭଗାନଈ ଗ୍ରାମରୁ ବେଆଇନ ଗୋରୁ ଚାଲାଣ ହେଉଥିବା ସମୟରେ ରାମଚନ୍ଦ୍ର ପୁର ପୋଲିସ ଅଚାନକ ଚଢ଼ାଉ କରି ୧୫ଟି ଗୋରୁ ସହ ବ୍ୟବହୃତ ଗାଡି ଓ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଉଛନ୍ତି ଘଷିପୁରା ଥାନା…