ବେଆଇନ ଗୋରୁ ଚାଲାଣ ବେଳେ ଜବତ ହେଲା ୨ଟି ପିକଅପ୍ ଭ୍ୟାନ୍‌, ୬ ଗିରଫ

କେନ୍ଦୁଝର (କେନ୍ୟୁଜ) : ବେଆଇନ ଭାବେ ଗୋରୁ ଚାଲାଣ ବେଳେ ୨ଟି ପିକଅପ୍ ଭ୍ୟାନ୍ ଜବତ। ଚୋରା ଚାଲାଣ ଜବତ ଅଭିଯୋଗରେ ୬ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ୨ଟି ପିକଅପ୍ ଭ୍ୟାନରେ ମୋଟ ୧୦ଟି ଗୋରୁ ଥିଲେ। ସୋହେଲାରୁ କୋଲକାତା ଚୋରା ଚାଲାମ କରାଯାଉଥିବା ଖବର ପାଇ ତୁମୁଙ୍ଗା ପୋଲିସ ଗାଡିର ପିଛା କରିଥିଲା। ଝାରବେଡ ଛକ ନିକଟରେ ଗାଡିକୁ ଟକାଇ ଗୋରୁ ମାନଙ୍କୁ ଉଦ୍ଧାର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.