Browsing Tag

illegal cracker make

ବାଲିପାଟଣାର ବିଭିନ୍ନ ସ୍ଥାନରେ ପୋଲିସ ରେଡ୍‌, ବିପୁଳ ପରିମାଣର ବାଣ ଜବତ

ଭୁବନେଶ୍ୱର(କେନ୍ଯୁଜ୍) : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ପୋଲିସ ରେଡ୍‌। ବିଭିନ୍ନ ସ୍ଥାନରେ ରେଡ୍‌ କରି ପୋଲିସ ବିପୁଳ ପରିମାଣର ବାଣ ଜବତ କରିଛି। ଏସବୁ ବାଣ ବେଆଇନ ଭାବେ ତିଆରି କରାଯାଉଥିଲା। ବାଲିପାଟଣା ଥାନା ଆଇଆଇସି ଆକାସ ଚନ୍ଦ୍ର ରଣାଙ୍କ ନେତୃତ୍ୱରେ ଚାଲିଛି ରେଡ୍‌। ଗତ ଦୁଇ…