ଯୁବକଙ୍କ ସଂସଦ ଭବନରେ ଛୁରୀ ଧରି ପଶିବାକୁ ଉଦ୍ୟମ, ଗିରଫ କରି ପଚରାଉଚରା କରୁଛି ପୋଲିସ
ସଂସଦ ଭବନରେ ପଶିବାକୁ ଉଦ୍ୟମ କରୁଥିବା ଯୁବକଙ୍କୁ ଇଣ୍ଟେଲିଜେନ୍ସ ବ୍ୟୁରୋ ପଚରାଉଚରା କରୁଛି। ଯୁବକଙ୍କ ନାଁ ସାଗର ଇନସା ବୋଲି ଜଣା ପଡ଼ିଛି। ଏକ ବାଇକ୍ରେ ଆସି ଯୁବକ ଜଣଙ୍କ ସଂସଦ ଭବନରେ ପଶିବାକୁ ଉଦ୍ୟମ କରୁଥିଲେ। ତାଙ୍କୁ ପୋଲିସ ସାଙ୍ଗେ ସାଙ୍ଗେ କାବୁ କରି ନେଇଥିଲା। ସଂସଦ ଭବନର ୧ ନମ୍ବର…