Below header
Browsing Tag

illegal tree cutting

କୁଲଡିହା ଅଭୟାରଣ୍ୟରେ ଚାଲିଛି ବେଧଡ଼କ ଗଛକଟା, କାଠ ପରିବହନ ପାଇଁ ଜଙ୍ଗଲରେ କରିଛନ୍ତି ରାସ୍ତା

ବାଲେଶ୍ୱର: ଅଭୟାରଣ୍ୟରେ ଚାଲିଛି ବେଧଡ଼କ ଗଛକଟା। ବାଲେଶ୍ୱରର କୁଲଡିହା ଅଭୟାରଣ୍ୟରେ ଗଛ କାଟିଚାଲିଛନ୍ତି ଚୋରା କାଠ ବେପାରୀ। ଗଛ କାଟି ସହଜରେ ଆଣିବାକୁ ପ୍ରାୟ ୨କିମି ରାସ୍ତାରେ ଶହ ଶହ ଗଛ କାଟି ଜଙ୍ଗଲ ମଧ୍ୟରେ ରାସ୍ତା ନିର୍ମାଣ କରିଛନ୍ତି। ମାସ ମାସ ଧରି ଏଭଳି ସ୍ଥିତି ଲାଗିରହିଥିଲେ ମଧ୍ୟ…