Below header
Browsing Tag

implant pig heart

ମଣିଷ ଶରୀରରେ ଘୁଷୁରୀ ହାର୍ଟ, ଏଭଳି ଟ୍ରାନ୍ସପ୍ଲାଣ୍ଟ କରିବାରେ ଦୁନିଆର ଏହି ବ୍ୟକ୍ତି ଦ୍ୱିତୀୟ ରୋଗୀ

ମଣିଷ ଶରୀରରେ ଘୁଷୁରୀ ହାର୍ଟ । କଣ ଦର୍ଶକବନ୍ଧୁ ବିଶ୍ୱାସ ହେଉନି କି । ଜଣେ ୫୮ ବର୍ଷିୟ ବ୍ୟକ୍ତିଙ୍କ ହୃଦୟରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି ଘୁଷୁରୀ ହାର୍ଟ । ଏଭଳି କିଛି ଚମତ୍କାର କରି ଦେଖାଇଛନ୍ତି ଆମେରିକାର କିଛି ଡାକ୍ତର । ଏହି ଟ୍ରାନ୍ସପ୍ଲାଣ୍ଟରେ ଘୁଷୁରୀ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରି…

ଚିକିତ୍ସା ବିଜ୍ଞାନରେ ପ୍ରଥମ ଘଟଣା, ଏବେ ଘୁଷୁରୀ ହାର୍ଟ ଲଗାଇ ବି ବଞ୍ଚି ଯିବ ମଣିଷ

ଆମେରିକୀୟ ଡାକ୍ତରମାନେ ବଡ଼ ସଫଳତା ହାସଲ କରିଛନ୍ତି। ୫୭ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କ ଶରୀରରେ ଏକ ଜେନେଟିକ ରୂପାନ୍ତରିତ ଘୁଷୁରୀର ହାର୍ଟକୁ ସଫଳତାର ସହିତ ପ୍ରତିରୋପଣ କରାଯାଇଛି। ଏହା ଦ୍ୱାରା ଚିକିତ୍ସା ବିଜ୍ଞାନରେ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି। ତେବେ ଏହି ପ୍ରକ୍ରିୟା ଅଙ୍ଗଦାନର ଏକ…