ଇମ୍ରାନ୍ ରହିବେ ନା ଯିବେ, ଆଉ କିଛି ସମୟ ପରେ ଆସିବ ଅନାସ୍ଥା ଭୋଟ, ପୂର୍ବାହ୍ନ ୧୧ଟା ୩୦ରେ ଆରମ୍ଭ ହେବ ମତଦାନ
କେନ୍ୟୁଜ୍(ବ୍ୟୁରୋ): ଆଜି ପାକିସ୍ତାନ ଜାତୀୟ ଆସେମ୍ଲିରେ ଅନାସ୍ଥା ଭୋଟ । ପୂର୍ବାହ୍ନ ୧୧ଟା ୩୦ରେ ଭୋଟିଂ ହେବ । ଇମ୍ରାନଙ୍କ ସରକାର ସଂଖ୍ୟାଲଘୁ ହୋଇ ସାରିଛି । ବହୁମତ ହରାଇଛନ୍ତି ଇମ୍ରାନ ଖାନ୍ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ପତ୍ତନ ଏକ ପ୍ରକାର ନିଶ୍ଚିତ । କିନ୍ତୁ ସେ ଇସ୍ତଫା…