Browsing Tag

in odisha

କାଲିଠୁ ବଢିବ ତାପମାତ୍ରା: ପାଣିପାଗ ବିଭାଗ ପକ୍ଷରୁ ୫ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): କାଲିଠୁ ବଢିବ ପାରଦ । ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଅନୁଭୂତ ହେବ ଅସହ୍ୟ ଗ୍ରୀଷ୍ମଲହରୀ । ୨ ରୁ ୩ ଡିଗ୍ରୀ ଯାଏ ବଢିବ ତାପମାତ୍ରା । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ଦୁଇ ଦିନ ୫ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି ।…

ଓଡ଼ିଶାରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ କୁ ବୃଦ୍ଧି

ଭୁବନେଶ୍ବର(କେନ୍ଯୁଜ୍): ଓଡ଼ିଶାରେ ମାଡୁଛି ଓମିକ୍ରନ୍‌ । ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ଏଥିସହ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଜିନମ୍‌ ସିକ୍ୱେନ୍ସିଂ ପରେ ଜଣଙ୍କ ଠାରେ ଓମିକ୍ରନ୍‌ ଭୂତାଣୁ ଥିବା ଜଣାପଡ଼ିଛି…

ରାଜ୍ୟରେ ଆକାଶ ଛୁଆଁ ପରିବା ଦର, ଆଗକୁ ସ୍ଥିତି ଅସମ୍ଭାଳ

ଭୁବନେଶ୍ୱର (କେନ୍ୟୁଜ): ଦିନକୁ ଦିନ ବଢ଼ିବାରେ ଲାଗିଛି ପରିବା ଦର । ଦରଦାମରେ ବେହାଲ ହେବାରେ ଲାଗିଛନ୍ତି ଖାଉଟି । ପେଟ୍ରୋଲ୍ ଓ ଡିଜେଲ୍ ଦର ବଢୁଥିବା ବେଳେ ଏବେ ଚିନ୍ତାରେ ପକାଉଛି ପରିବା ଦର । ଆାକାଶ ଛୁଆଁ ହେବାରେ ଲାଗିଲାନି ପରିବା ଦର । ସାରା ରାଜ୍ୟରେ ଆକାଶ ଛୁଆଁ ହୋଇଛି ପରିବା ଦର ।…