Browsing Tag

Income tax raids

୪୮ ଘଣ୍ଟା ପରେ ବି ସରୁନି ଟଙ୍କା ଗଣା, ଏବେ ସାମ୍ନାକୁ ଆସିଲା ବିଡ଼ା ବିଡ଼ା ନୋଟ ଭର୍ତ୍ତି ସିନ୍ଦୁକ

ଭୁବନେଶ୍ୱର (କେନ୍ୟୁଜ): ଟଙ୍କାର ପାହାଡ଼। ୪୮ ଘଣ୍ଟା ପରେ ବି ରେଡ୍ ସରୁନି କି ଟଙ୍କା ଗଣା ସରୁନି। ଯେତେ ଗଣିଲେ ବି ସରୁନି ଟଙ୍କା। ବଡ଼ବଜାର ଠାରେ ଥିବା ମଦ ଭାଟି କାର୍ଯ୍ୟାଳୟରୁ ସମ୍ବଲପୁର ଷ୍ଟେଟ୍ ବ୍ୟାଙ୍କକୁ ବ୍ୟାଗ ଭର୍ତ୍ତି ଟଙ୍କା ଭ୍ୟାନରେ ଆସୁଛି। ଗତାକାଲି ଗୋଟିଏ ଭ୍ୟାନରେ ଟଙ୍କା…

ଖୋଲୁଛି ସାଂସଦଙ୍କ ମଦ ସାମ୍ରାଜ୍ୟର କଳାଗୁମର: ଟ୍ରକ୍‌ରେ ବୁହା ହେଲା ଟଙ୍କା

ଭୁବନେଶ୍ବର (କେନ୍ୟୁଜ): ଖୋଲୁଛି ସାଂସଦଙ୍କ ମଦ ସାମ୍ରାଜ୍ୟର କଳାଗୁମର । ଟଙ୍କାର ପାହାଡ଼ । ଦୁଇଟି ଷ୍ଟିଲ୍ ଆଲମିରା ଫୁଲ୍ । ୫୦୦ ଟଙ୍କିଆ ବିଡା ଦେଖି ଆୟକର ଅଧିକାରୀ ଟେରା । ଟିକସ ଫାଙ୍କି ଅଭିଯୋଗରେ ମଦ ଓ ସ୍ପିରିଟ ପ୍ରସ୍ତୁତକାରୀ କଂପାନୀ ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡ ଉପରେ…

DN ଗ୍ରୁପରେ ଆୟକର ବିଭାଗର ଚଢ଼ାଉ ଘଟଣା: ଦ୍ୱିତୀୟ ଦିନରେ ଚାଲିଛି ଅଧିକାରୀଙ୍କୁ ପଚରାଉଚରା

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଚାଲିଛି ବଡ଼ ଧରଣର ଆଇଟି ରେଡ୍। ଟିକସ ଫାଙ୍କିବା ଅଭିଯୋଗରେ ଭୁବନେଶ୍ୱରରେ ଆୟକର ବିଭାଗର ବଡ଼ ଚଢ଼ାଉ । ଡିଏନ୍‌ ହୋମ୍‌ସରେ ଦ୍ୱିତୀୟ ଦିନରେ ଚଢ଼ାଉ ଜାରି ରହିଛି। ଚଢ଼ାଉରେ ସାମିଲ ହୋଇଥିଲେ ୭ ଜଣିଆ ଟିମ୍‌ । ଗତକାଲି ରାତି ସାରା ଚଢ଼ାଉ ଜାରି ରଖିଥିଲା ଆୟକର…

ରାଉରକେଲା : ବ୍ୟବସାୟିକ ପ୍ରତିଷ୍ଠାନ ଓ ଶିଳ୍ପାନୁଷ୍ଠାନ ଉପରେ ଆୟକର ବିଭାଗର ଚଢ଼ାଉ

ରାଉରକେଲା(କେନ୍ୟୁଜ) : ଆୟକର ବିଭାଗ ପକ୍ଷରୁ ରାଉରକେଲାର କେତେକ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଶିଳ୍ପାନୁଷ୍ଠାନ ଉପରେ ଆରମ୍ଭ ହୋଇଛି ଚଢ଼ାଉ । ସୋମବାରଠାରୁ ଆରମ୍ଭ ହୋଇଛି ଏହି ଚଢାଉ। ପ୍ରାୟ ୨୦ଟି ବ୍ୟବସାୟିକ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନର ଲିଙ୍କ୍ରେ ଥିବା ଲୋକଙ୍କ ବାସଭବନରେ ଚାଲିଥିବା ସୂଚନା…