Airtel ଗ୍ରାହକଙ୍କ ବଢ଼ିଲା ଚିନ୍ତା: ମୋବାଇଲ୍ ରିଚାର୍ଜ ହେବ ଆହୁରି ମହଙ୍ଗା
ପୁଣିଥରେ ବଢ଼ିବ ମୋବାଇଲ୍ ରିଚାର୍ଜ ଦାମ୍ । ଟେଲିକମ୍ କମ୍ପାନୀ ଗୁଡ଼ିକ ପୁଣିଥରେ ମୋବାଇଲ୍ ରିଚାର୍ଜ ଦାମ୍ ବଢ଼ାଇବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ୍ ସିଇଓ ଗୋପାଳ ଭିଟ୍ଟଲ । ସେ କହିଛନ୍ତି ଯେ, ଖର୍ଚ୍ଚର ଚାପ ଓ ୫ଜି ସେବା ଲାଗି ପାଣ୍ଠି…