Below header
Browsing Tag

india cares

ଶିଶୁକୁ ପରିବାର ନିକଟରେ ପହଞ୍ଚାଇଲା ମାତ୍ର ଗୋଟିଏ ଟ୍ୱିଟ୍, ସାହାଯ୍ୟର ହାତ ବଢ଼ାଇଲେ ଆଇପିଏସ ବୋଥ୍ରା

ଆଇପିଏସ ଅଫିସର ହିସାବରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା ହେଉ ବା ସେସୁ ଓ କ୍ରୁଟର ସିଇଓ, ସବୁଠି ନିଜର ନିଆରା କାର୍ଯ୍ୟଶୈଳୀ ପାଇଁ ଚର୍ଚ୍ଚାରେ ଅଛନ୍ତି ଅରୁଣ ବୋଥ୍ରା। ତେବେ ସେ ଆଜି ନିଜ ବୃତ୍ତି ପାଇଁ ନୁହେଁ, ବରଂ ସମାଜ ସେବା ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ନିକଟ ଅତୀତରେ ସୋସିଆଲ…