Browsing Tag

india covid positive cases

ଦେଶରେ ଗତ ୨୪ ଘଣ୍ଟାରେ ୧୭ ହଜାର ୯୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଗଲା ୨୯ ଜୀବନ

ନୂଆଦିଲ୍ଲୀ:ଦେଶରେ ପୁଣି ୧୭ ହଜାର ଉପରେ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୭ ହଜାର ୯୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ୨୯ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌ । ଡେଲି ପଜିଟିଭିଟି ରେଟ୍‌ ରହିଛି ୪ ଦଶମିକ ୧୪ ପ୍ରତିଶତ । ସୁସ୍ଥ ହୋଇଛନ୍ତି ୧୪ ହଜାର ୬୮୪ ଆକ୍ରାନ୍ତ ।…

ଦେଶରେ ୪କୋଟି ଟପିଲା କୋଭିଡ଼ ସଂକ୍ରମଣ, ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନରେ

ନୂଆଦିଲ୍ଲୀ: ଦେଶରେ ୪କୋଟି ଟପିଲା କୋଭିଡ଼ ସଂକ୍ରମଣ। ତୃତୀୟ ଲହରରେ ୫୦ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବିଶ୍ୱରେ ଭାରତ ସଂକ୍ରମଣରେ ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରଥମରେ ରହିଛି ଆମେରିକା। ଆମେରିକାରେ ଏବେ ଯାଏ ୭କୋଟି ୩୦ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜୁନ ୨୦୨୧ରେ ଭାରତ…

ଭାରତରେ ୨୪ ଘଣ୍ଟାରେ ୩୭ହଜାର ୩୭୯ କରୋନା ସଂକ୍ରମିତ ଚିହ୍ନଟ, ଦିନକରେ ୧୨୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ କରୋନାର ତୃତୀୟ ଲହର ସ୍ଥିତି । ୨୪ ଘଣ୍ଟାରେ ୩୭ହଜାର ୩୭୯ କରୋନା ସଂକ୍ରମିତ ଚିହ୍ନଟ। ଗୋଟିଏ ଦିନରେ ୧୨୪ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଦିନରେ ୧୦ ପ୍ରତିଶତ ବଢିଛି କରୋନା ସଂକ୍ରମଣ। ୧୧ହଜାର ୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଆକ୍ଟିଭ କେସ ୧ଲକ୍ଷ ୭୧ ହଜାର ୮୩୦ରେ…