Browsing Tag

india govt

ପାକ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ୍ ଚ୍ୟାନେଲ ବ୍ୟାନ୍ କଲା ଭାରତ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖାଯାଉଛି ।  ଏହି ସମୟରେ ଭାରତ ପାକିସ୍ତାନ ଉପରେ ବିଭିନ୍ନ ପ୍ରକାର ଆକ୍ସନ ନେଉଛି ।  ବର୍ତମାନ କେନ୍ଦ୍ର ସରକାର ଭାରତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସରକାରୀ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ…

ସୁନା ପରେ ଏଣିକି ରୁପାରେ ବି ହେବ ହଲମାର୍କିଂ, ଏନେଇ ଖୁବ୍‌ ଶୀଘ୍ର ଆସିପାରେ ନିଷ୍ପତ୍ତି

ରୁପା ଅଳଙ୍କାର କିଣିବାରେ କିମ୍ବା ରୁପାରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ସରକାର ଏକ ବଡ଼ ଖୁସି ଖବର ଆଣିଛନ୍ତି । ସୁନା ପରେ, ବର୍ତ୍ତମାନ ଭାରତ ସରକାର ରୁପା ଅଳଙ୍କାର ଉପରେ ହଲମାର୍କିଂ ବାଧ୍ୟତାମୂଳକ କରିବାକୁ ଯୋଜନା କରୁଛନ୍ତି । ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ…

ସିରିଆ ନ ଯିବାକୁ ଭାରତୀୟଙ୍କୁ ପରାମର୍ଶ, ଆଡଭାଇଜରି ଜାରି କଲେ ଭାରତ ସରକାର

ଯେତେ ଶୀଘ୍ର ସମ୍ଭବ ସିରିଆ ଛାଡ଼ିବାକୁ ପରାମର୍ଶ । ସିରିଆରେ ଥିବା ଭାରତୀୟଙ୍କୁ ତୁରନ୍ତ ଫେରି ଆସିବାକୁ ରାତି ଅଧିଆ ଆଡ଼ଭାଇଜାରି ଜାରି କରିଛନ୍ତି ଭାରତ ସରକାର । ଯେଉଁମାନେ ଫେରି ଆସିପାରିବେ ସେମାନେ ଯେକୌଣସି ବାଣିଜ୍ୟିକ ବିମାନ ଉପଲବ୍ଧ ହେଉଛି ସେଥିରେ ଫେରି ଆସିବାକୁ ଦାମାସକସ୍ ସ୍ଥିତ…

୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ ! ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିକୁ ଲେଖିଲା ଚିଠି

ଭାରତ ସରକାର ଲଗାତାର ଖେଳକୁ ନେଇ ଫୋକସ କରୁଛନ୍ତି । ଭାରତ ସରକାର ଅଲିମ୍ପିକ୍ସ ୨୦୩୬ ଆୟୋଜନ କରିପାରେ ବୋଲି ଖବର ମିଳିଛି । ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ୨୦୩୬ ଆୟୋଜନ କରିବା ପାଇଁ ଭାରତୀୟ ଅଲିମ୍ପିକ୍ ସଂଘ (IOA) ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ନିକଟକୁ ଏନେଇ ଏକ ଚିଠି ଲେଖିଛି…

ଖଲିସ୍ତାନୀ ବିରୋଧରେ ଭାରତ ସରକାରଙ୍କ ବଡ ପଦକ୍ଷେପ, OCI କାର୍ଡ ହେବ ରଦ୍ଦ, ଭାରତରେ ପ୍ରବେଶ ନିଷେଧ

ଖଲିସ୍ତାନୀଙ୍କ ବିରୋଧରେ ଭାରତ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଭାରତ ସରକାର ଆମେରିକା, ବ୍ରିଟେନ, କାନାଡା ଏବଂ ଅଷ୍ଟ୍ରେଲିଆରେ ଥିବା ସମସ୍ତ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଚିହ୍ନଟ କରି ଓସିଆଇ କାର୍ଡ ରଦ୍ଦ କରିବା ସହିତ ଭାରତରେ ପ୍ରବେଶ ଉପରେ…

ଭାରତ ସରକାର ୬ ମାସରେ ଫେସବୁକର ୪୦,୩୦୦ ୟୁଜର୍ସଙ୍କ ଡାଟାକୁ କଲା ଯାଞ୍ଚ, ରିପୋର୍ଟରୁ ପ୍ରକାଶ

ସୋସିଆଲ ମିଡିଆ କମ୍ପାନୀ ଫେସବୁକ ନିଜ ନୂଆ ଟ୍ରାନ୍ସପେରେନ୍ସି ରିପୋର୍ଟ ଦାଖଲ କରିଛି । ଯେଉଁଥିରେ ଭାରତ ସରକାର ୨୦୨୦ରେ ଶେଷ ୬ ମାସରେ ୪୦ ହଜାର ୩୦୦ ୟୂଜର୍ସଙ୍କ ଡାଟା ମାଗିଥିଲା । ଆମେରିକା କମ୍ପାନୀ ଫେସବୁକ ୨୦୨୦ ଜୁଲାଇ ରୁ ଡିସେମ୍ବର ମଧ୍ୟରେ ଭାରତର ସୂଚନା ମନ୍ତ୍ରାଳୟ ପକ୍ଷର ନିର୍ଦ୍ଦେଶ…

ପୂର୍ବୋତ୍ତର ଭାରତ ଉପରେ ଚୀନର ନଜର, ନିର୍ମାଣ କଲା ୪୦୯ କିମିର ଲମ୍ବା ହାଇୱେ

ଗଲୱାନ ଘାଟିରେ ଘଟିଥିବା ଘଟଣା ଏବେବି ସମସ୍ତଙ୍କ ମନରେ ତାଜା ହୋଇ ରହିଛି । ଗତବର୍ଷ ଘଟିଥିବା ଏହି ହିଂସା ପୂର୍ବକ ଘଟଣା ପରେ ଚୀନ ସେନା ଓହରିବାର ଖବର ଦେଉଥିବା ଚୀନ ଏବେ ପୂର୍ବ-ଉତ୍ତର ଭାରତ ଅରୁଣାଚଳ ପ୍ରଦେଶରେ ପୁଣି ହଲଚଲ ସୃଷ୍ଟି କରିଛି । ଚୀନ ତିବ୍ଦତର ଦକ୍ଷିଣ-ପୂର୍ବ ସ୍ଥାନରେ ଥିବା…