Browsing Tag

India high commissioner

ଭାରତରେ ନୂଆ ହାଇ କମିସନରଙ୍କୁ ନିଯୁକ୍ତ କଲା ପାକିସ୍ତାନ

ଇସଲାମାବାଦ: ଭାରତରେ ନୂଆ ହାଇ କମିସନର୍ ଙ୍କୁ ନିଯୁକ୍ତ କରିଛି ପାକିସ୍ତାନ । ମୋଇନ ଉଲ ହକ ହାଇ କମିସନର୍ ଭାବେ ନିଯୁକ୍ତି ପାଇଛନ୍ତି । ସୋମବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତ,ଚୀନ ଓ ଜାପାନ ସହ ଅନ୍ୟ କିଛି ଦେଶରେ ନିଜର ନୂଆ ହାଇ କମିସନରଙ୍କୁ ନିଯୁକ୍ତ କରିଛନ୍ତି ।…