Browsing Tag

INDIA IN WOMEN WORLD T-20 SEMIS

ପୁଣି ମହିଳା ବିଶ୍ବ ଟି-ଟ୍ବେଣ୍ଟିରେ ରାଜ୍ କଲେ ମିତାଲି, ସେମିଫାଇନାଲରେ ଭାରତ

ପ୍ରୋଭିଡେନ୍ସ : ମିତାଲି ରାଜଙ୍କ ଆଉ ଏକ ଅର୍ଦ୍ଧଶତକ । ଏହି ଅର୍ଦ୍ଧଶତକ ବଳରେ ଆଇସିସି ମହିଳା ବିଶ୍ବ ଟି-ଟ୍ବେଣ୍ଟି ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ । ଗତକାଲି ଭାରତ ଆୟର୍ଲାଣ୍ଡକୁ ୫୨ ରନରେ ହରାଇଥିଲା । ଗଏନାର ନେସନାଲ ଷ୍ଟାଡିୟମରେ ଖେଳା ଯାଇଥିବା ଏହି…