Browsing Tag

INDIA-INDIES 2ND ODI

ଦ୍ବିତୀୟ ଦିନିକିଆ : ରୋହିତ ଶର୍ମା ୪ ରନରେ ଆଉଟ୍

ବିଶାଖାପାଟଣା : ଦ୍ବିତୀୟ ଦିନିକିଆରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି । ପୂର୍ବ ମ୍ୟାଚ୍ ୮ ୱିକେଟରେ ଜିତିଥିବା ଭାରତୀୟ ଦଳରେ ଗୋଟିଏ ମାତ୍ର ପରିବର୍ତ୍ତନ କରାଯାଇଛି । ଖଲିଲ ଅହମଦଙ୍କ ସ୍ଥାନରେ ଖେଳୁଛନ୍ତି କୁଲଦୀପ ଯାଦବ । ଏହି ୫ ମ୍ୟା ବିଶିଷ୍ଟ ସିରିରେ ଭାରତ-୧୦ରେ ଆଗୁଆ ଅଛି ।…