Browsing Tag

INDIA-PAKISTAN MATCH AT 5 PM

ଦୁବାଇରେ ହେବ ଧମାକା, ଏସିଆ କପରେ ଆଜି ଭାରତ-ପାକ୍ କ୍ରିକେଟ୍ ଲଢ଼େଇ, ଉତ୍କଣ୍ଠାରେ କ୍ରିକେଟ୍ ପ୍ରେମୀ

ଦୁବାଇ : ଆଜି ଅପରାହ୍ନ ୪.୩୦ରେ ପଡ଼ିବ ଟସ୍ । ଭାରତୀୟ ସମୟ ୫ଟା ବେଳେ ଆରମ୍ଭ ହେବ ଭାରତ-ପାକିସ୍ତାନ କ୍ରିକେଟ୍ ଲଢ଼େଇ । ଯାହାକୁ ଅପେକ୍ଷା କରିଛନ୍ତି ସାରା ବିଶ୍ବର କ୍ରିକେଟ୍ ପ୍ରେମୀ । କାରଣ ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ କ୍ରିକେଟ୍ ପଡ଼ିଆକୁ ଓହ୍ଲାଇଲେ ଯେମିତି ନିଆଁ ଲାଗିଯାଏ ।…