ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ଵିଟର ଆକାଉଣ୍ଟ ହ୍ୟାକ୍, ବିଟ୍ କଏନ ଦାବି କଲା ହ୍ୟାକର୍ସ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ଵିଟର ଆକାଉଣ୍ଟ ହ୍ୟାକ୍। ତାଙ୍କ ବ୍ୟକ୍ତିଗତ ୱେବସାଇଟ୍ ଓ ମୋବାଇଲ୍ ଆପ୍କୁ ମଧ୍ୟ ଆଜି ସକାଳେ ହ୍ୟାକ୍ କରାଯାଇଥିବା ସୋସିଆଲ ମିଡିଆ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି।
ଆକାଉଣ୍ଟକୁ ସୁରକ୍ଷିତ କରିବା ପାଇଁ ଓ ଏନେଇ ଅଧିକ ତଦନ୍ତ…