୧୦ମ ପାସ୍ କରିଥିଲେ ୪୪୨୨୮ ପଦବୀ ପାଇଁ କରନ୍ତୁ ଆବେଦନ, ଇଣ୍ଡିଆ ପୋଷ୍ଟରେ ହେଉଛି ଭର୍ତ୍ତି
ଇଣ୍ଡିଆ ପୋଷ୍ଟରେ ଜିଡିଏସରେ ବମ୍ପର ପଦବୀରେ ଭର୍ତ୍ତି । ଯୋଗ୍ୟ ପ୍ରାର୍ଥୀ ଭର୍ତ୍ତି ପାଇଁ ଆବେଦନ କରିପାରିବେ । ଆବେଦନ ଲିଙ୍କ ଆକ୍ଟିଭ ହୋଇଯାଇଛି । ଏଥିପାଇଁ ରେଜିଷ୍ଟ୍ରେସନ ଜୁଲାଇ ୧୫ ତାରିଖରୁ ଆରମ୍ଭ ହୋଇଛି । ଆବେଦନ କରିବା ପାଇଁ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।
ଇଣ୍ଡିଆ…