Browsing Tag

India winter

ଆରମ୍ଭ ହୋଇଗଲା ଶୀତ: ରାଜ୍ୟରେ କମିବ ତାପମାତ୍ରା, ବଢିବ ଶୀତ

ଭୁବନେଶ୍ବର: ରାଜ୍ୟରେ କମିବ ତାପମାତ୍ରା, ବଢିବ ଶୀତ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ପ୍ରକୋପ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ସାତଦିନ ରାଜ୍ୟରେ ପାଗ ଶୁଖିଲା ରହିବ । ଏହାସହ ଉଭୟ ଦିନ ଓ ରାତି ତାପମାତ୍ରା ୨ ରୁ ୪ ଡିଗ୍ରୀ ହ୍ରାସ ପାଇବ ।…

ରାଜ୍ୟକୁ ଫେରୁଛି ଶୀତ, ଚଳିତବର୍ଷ ଶୀତ ବିଳମ୍ବରେ ଆସି ଶୀଘ୍ର ଚାଲିଯିବ

ଭୁବନେଶ୍ବର: ରାଜ୍ୟକୁ ଫେରୁଛି ଶୀତ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଭୂତ ହେବ ଥଣ୍ଡା । ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଶୁଷ୍କ-ଥଣ୍ଡା ବାୟୁ । ଏହାର ପ୍ରଭାବରେ ୨ ରୁ ୩ ଡିଗ୍ରୀ ସେଲସିୟସ କମିଛି ରାତ୍ରି ତପମାତ୍ରା ।…

ଶୀତଦିନରେ କାହିଁକି ହୁଏ ବର୍ଷା? ଜାଣନ୍ତୁ ଏହା ପଛର କାରଣ

୨୦୨୪ ବର୍ଷ ଶେଷ ହେବାକୁ ବସିଲାଣି ଅର୍ଥାତ୍ ଆଉ କିଛି ଦିନ ବାକି ଅଛି । ଏହା ସହିତ ଥଣ୍ଡା ମଧ୍ୟ ବଢ଼ିଚାଲିଛି । ରାଜଧାନୀ ଦିଲ୍ଲୀ ସମେତ ଅନେକ ଅଞ୍ଚଳରେ ଝିପି ଝିପି ବର୍ଷା ଦେଖିବାକୁ ମିଳିଛି । କିନ୍ତୁ ଶୀତ ଦିନେ କାହିଁକି ବର୍ଷା ହୁଏ ତାହା ଆପଣ ଜାଣିଛନ୍ତି କି? ଆସନ୍ତୁ ଜାଣିବା । ଦେଶରେ…

ଶୀତଦିନେ ଆଣ୍ଠୁ ଓ ଗଣ୍ଠି ଯନ୍ତ୍ରଣା ହେଉଥିଲେ ଲଗାନ୍ତୁ ଏହି ବିଶେଷ ତେଲ, ତୁରନ୍ତୁ ମିଳିବ ଆରାମ

ଶୀତଦିନ ଆସିବା ମାତ୍ରେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତାମଧ୍ୟରୁ ଆଣ୍ଠୁ ଏବଂ ଗଣ୍ଠି ଯନ୍ତ୍ରଣା ଏକ ବଡ ସମସ୍ୟା, ଯାହା ଶୀତ ଦିନରେ ଅଧିକ ବଢି ଯାଏ । ବିଶେଷଭାବେ ବୃଦ୍ଧମାନଙ୍କର ଗଣ୍ଠି ଏବଂ ହାଡ ଯନ୍ତ୍ରଣା ବଢିଯାଇଥାଏ । ତେବେ ଶୀତଦିନେ ତାପମାତ୍ରା ଯଥେଷ୍ଟ କମିଯାଏ ଏବଂ…

ଶୀତ ଦିନରେ ପାଦ ଓ ହାତ ଫୁଲୁଛି କି ? ଜାଣନ୍ତୁ କିପରି ଘରୋଇ ଉପାୟରେ ପାଇବେ ଆରାମ

ବର୍ତ୍ତମାନ ଶୀତ ଋତୁ ଆରମ୍ଭ ହୋଇଯାଇଛି । ହେଲେ ଯେତେବେଳେ ଶୀତ ଅଧିକ ବଢି ଯିବ ସେତେବେଳେ ଲୋକମାନଙ୍କର ହାତ ଓ ପାଦ ଫୁଲିବା ସହ କଷ୍ଟ ମଧ୍ୟ ହେବାକୁ ଲାଗିବ । ତେବେ ଆପଣମାନେ ଏହାର କାରଣ ଜାଣିଛନ୍ତି କି, ଯେ କଣ ପାଇଁ ହାତ ଓ ପାଦରେ କଷ୍ଟ ହେବାକୁ ଲାଗିଥାଏ । ଏମିତି ହେବାର ଏକ ବଡ କାରଣ…

ଆଜିଠୁ ଶୀତରେ ଥରିବ ଉତ୍ତର ଭାରତ, ପାଣିପାଗ ବିଭାଗର ପୂର୍ବାନୁମାନ

ନୂଆଦିଲ୍ଲୀ: ଥରିବ ଉତ୍ତର ଭାରତ । ଆଜିଠୁ ଶୀତ ଲହରୀ ଉତ୍ତର ଭାରତକୁ ଅସ୍ତବ୍ୟସ୍ତ କରିବ । ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ଉତ୍ତର ରାଜସ୍ଥାନ ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ପ୍ରବଳ ଶୀତ ଅନୁଭୂତ ହେବ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ…