Below header
Browsing Tag

indian girl

ମନ୍ଦିର ଆଗରେ ଭିକ ମାଗୁଥିବା ଝିଅର ପ୍ରାଞ୍ଜଳ ଇଂରାଜୀ ଶୁଣି ପ୍ରଭାବିତ ହେଲେ ଅନୁପମ ଖେର, ବହନ କରିବେ ସବୁ ପଢ଼ାଖର୍ଚ୍ଚ

ବଲିଉଡ୍‌ ଅଭିନେତା ଅନୁପମ ଖେର ସବୁବେଳେ ଅସହାୟଙ୍କୁ ସାହାଯ୍ୟ କରିଥାନ୍ତି। ଯେତେବେଳେ ଯେଉଁଠି ବି ତାଙ୍କ ନଜର କୌଣସି ଅସହାୟ ତଥା ଗରିବ ଲୋକ ଉପରେ ପଡ଼େ, ସେ ନିହାତି ଭାବେ ତାକୁ ସାହାଯ୍ୟ କରିଥାନ୍ତି। ଏବେ ମଧ୍ୟ ଅନୁପମ ଖେର ଏହି ଧାରାକୁ ବଜାୟ ରଖିଛନ୍ତି ଓ ଏକ ଝିଅକୁ ସାହାଯ୍ୟର ହାତ…

ଏହାକୁ କୁହନ୍ତି ଭାଗ୍ୟ ! ୯ ବର୍ଷର ଝିଅ ଲଟେରୀରେ ଜିତିଲା ୭ କୋଟି, ୬ ବର୍ଷ ପୂର୍ବେ ଜିତିଥିଲା ଲଗଜୁରୀ କାର୍

ବଲିଉଡ୍ ବାଦଶାହା ଶାହାରୁଖ୍ ଖାନଙ୍କ ସୁପରହିଟ୍ ଫିଲ୍ମ ହାପି ନ୍ୟୁ ଇୟରରେ ଏକ ଲୋକପ୍ରିୟ ଡାଏଲଗ୍ ଥିଲା । କିସମତ ଶାଲୀ ବଡି କମିନି ଚିଜ୍ ହୈ, କଭି ଭି ପଲଟ୍ ସକତି ହୈ । ଅର୍ଥାତ୍ ଭାଗ୍ୟ କାହାକୁ କେତେବେଳେ କେଉଁ ସ୍ଥାନକୁ ନେଇ ଆସିବ ତାହା କହିବା କଷ୍ଟ । କାହା ଭାଗ୍ୟ ଥାଏ ପତର ତଳେ ତ କାହାର…