Browsing Tag

indian navy rescue

ବାତ୍ୟା ତାଉତେର ମହାତାଣ୍ଡବ : ଅପରେସନ୍‌ ଜାରି, ୬୩୮ ଉଦ୍ଧାର ଏବଂ ଏବେବି ନିଖୋଜ ଅଛନ୍ତି ୯୧ ଜଣ

(କେନ୍ୟୁଜ) : ବାତ୍ୟା ତାଉ-ତେ ପ୍ରଭାବରେ ମହାରାଷ୍ଟ୍ର ଓ ଗୁଜରାଟରେ ଫସିଥିବା ଓଏନଜିସିର ୬୩୮ ଜଣ ସୁରକ୍ଷିତ ଉଦ୍ଧାର । ଏବେ ବି ନିଖୋଜ ଅଛନ୍ତି ୯୩ଜଣ । ସେମାନଙ୍କୁ ଠାବ ପାଇଁ ଅଭିଯାନ ଜାରି ରହିଛି । ରେସ୍କ୍ୟୁ ଅପରେସନରେ ନୌସେନାର ୪ ଜାହାଜ, ହେଲିକେପ୍ଟର ସମେତ କୋଷ୍ଟଗାର୍ଡ ନିୟୋଜିତ ଅଛି ।…