Browsing Tag

indian ragbi

ପୁଣି କିଟର ନାମକୁ ସର୍ବାଗ୍ରେ ରଖିଲେ ରଗବି ଟିମ୍, ଖେଲୋ ଇଣ୍ଡିଆ ପାଇଁ ଯୋଗ୍ୟତା କଲେ ହାସଲ

କେନ୍ୟୁଜ୍(ବ୍ୟୁରୋ): ଖେଲୋ ଇଣ୍ଡିଆ ପାଇଁ ଯୋଗ୍ୟତା ପାଇଲା କିଟ୍‌ ରଗବୀ ଟିମ୍‌ । ଉଭୟ ମହିଳା ଓ ପୁରୁଷ ବିଭାଗ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି । ଅଲ ଇଣ୍ଡିଆ ୟୁନିଭରସିଟି ରଗବୀ ଚମ୍ପିଆନସିପ୍‌ରେ ବିଜୟୀ ହେବା ପରେ ଖେଲୋ ଇଣ୍ଡିଆ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଚଣ୍ଡିଗଡରେ ଆଯୋଜିତ…

ବିଦେଶରେ ଚମକିଲେ ଭାରତର ବାଳିକା ରଗ୍‌ବୀ ଦଳ, ସେଭେନ୍ସ ଟ୍ରଫିରେ ହାତେଇଲା ରୌପ୍ୟ

ପୁଣି ବିଦେଶରେ ଚମକିଲେ ଭାରତ ବାଳିକା ରଗ୍‌ବୀ ଦଳ । ଜାକର୍ତ୍ତାରେ ଅନୁଷ୍ଠିତ ଏସିଆ ରଗ୍‌ବୀ ସେଭେନ୍ସ ଟ୍ରଫିରେ ଭାରତୀୟ ରଗ୍‌ବୀ ଦଳକୁ ରୌପ୍ୟ ମିଳିଛି । ଭାରତୀୟ ଦଳରେ ଅଛନ୍ତି କିସ୍‌ର ୩ଜଣ ଛାତ୍ରୀ ଅଛନ୍ତି । ଏମାନେ ହେଲେ ହୁପି ମାଝୀ, ସୁମିତ୍ରା ନାୟକ, ମୀରାରାଣି ହେମ୍ବ୍ରମ୍‌ । ସେହିପରି…