Below header

ପୁଣି କିଟର ନାମକୁ ସର୍ବାଗ୍ରେ ରଖିଲେ ରଗବି ଟିମ୍, ଖେଲୋ ଇଣ୍ଡିଆ ପାଇଁ ଯୋଗ୍ୟତା କଲେ ହାସଲ

କେନ୍ୟୁଜ୍(ବ୍ୟୁରୋ): ଖେଲୋ ଇଣ୍ଡିଆ ପାଇଁ ଯୋଗ୍ୟତା ପାଇଲା କିଟ୍‌ ରଗବୀ ଟିମ୍‌ । ଉଭୟ ମହିଳା ଓ ପୁରୁଷ ବିଭାଗ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି । ଅଲ ଇଣ୍ଡିଆ ୟୁନିଭରସିଟି ରଗବୀ ଚମ୍ପିଆନସିପ୍‌ରେ ବିଜୟୀ ହେବା ପରେ ଖେଲୋ ଇଣ୍ଡିଆ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଚଣ୍ଡିଗଡରେ ଆଯୋଜିତ ହୋଇଥିବା ଏହି ଚମ୍ପିଆନସିପରେ କିଟ୍‌ ରଗବୀ ଭଲ ପ୍ରଦର୍ଶନ କରିଥିଲେ । ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ଚମ୍ପିଆନସିପ୍‌ ଚାଲିଥିଲା । ଫେବ୍ରୁଆରୀ ୨୨, ୨୦୨୦ରେ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହେବ ଖେଲୋ ଇଣ୍ଡିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.