ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ କିସ୍ ଛାତ୍ରୀ ମୀନା ସାନ୍ତାଙ୍କ ସଫଳତା, ହାସଲ କଲେ ସ୍ୱର୍ଣ୍ଣ ପଦକ
ଭୁବନେଶ୍ୱର(କେନ୍ୟୁଜ): ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ କିସ୍ ଛାତ୍ରୀଙ୍କ ସଫଳତା । କିସ୍ ଛାତ୍ରୀ ମୀନା ସାନ୍ତା ହିମାଚଳ ପ୍ରଦେଶରେ ହୋଇଥିବା ଖେଲୋ ଇଣ୍ଡିଆ ଜାତୀୟ ଭାରତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ମୀନା ୧୭ ବର୍ଷରୁ କମ ବିଭାଗରେ ୫୫ କ୍ୟାଟୋଗୋରୀରେ ୧୪୫ କେଜି…