ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆଜି ସପ୍ତମ ଦିନ, ସେମିଫାଇନାଲରେ ପହଞ୍ଚିଛି କିଟ୍‌ ମହିଳା ରଗବୀ ଦଳ

କିଟ ବିଶ୍ୱବିଦ୍ୟାଳୟରେ ଚାଲିଥିଲା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆଜି ସପ୍ତମ ଦିନ । ସେମିଫାଇନାଲରେ ପହଞ୍ଚିଛି କିଟ୍‌ ମହିଳା ରଗବୀ ଦଳ । K.B.C.U ଜଳଗାଁଓକୁ ହରାଇ ସେମି ଟିକେଟ ହାତେଇଛି କିଟ୍‌ ମହିଳା ରଗବୀ ଟିମ୍‌ । ସେହିପରି ମହିଳା ହକି ଫାଇନାଲରେ ପହଞ୍ଚିଛି ସମ୍ବଲପୁର ବିଶ୍ୱବିଦ୍ୟାଳୟ । ଆସନ୍ତାକାଲି ଏହାର ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ । ସେହିପରି ଆଜି ରେସଲିଂର ବି ମ୍ୟାଚ୍‌ ଖେଳାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.