ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆଜି ନବମ ଦିନ, ପୁରୁଷ ବକ୍ସିଂରେ ସେମିଫାଇନାଲ ସହ ମହିଳା ବକ୍ସିଂରେ ହେବ ଫାଇନାଲ ମୁକାବିଲା

ଭୁବନେଶ୍ବର: ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆଜି ନବମ ଦିନ । ଆଜି ବିଭିନ୍ନ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଖେଲୋ ଇଣ୍ଡିଆ ଗେମ୍‌ସରେ ଆଜି ପୁରୁଷ ବକ୍ସିଂରେ ସେମିଫାଇନାଲ ଖେଳାଯିବ । ସେହିପରି ମହିଳା ବକ୍ସିଂରେ ଫାଇନାଲ ମୁକାବିଲା ହେବ । ଏହା ସହ ରେସଲିଂରେ ଆଜି କିଛି କ୍ୟାଟାଗୋରୀରେ ପ୍ରତିଯୋଗିତା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.