ବାପାଙ୍କ ପାଇଁ ଦିବ୍ୟାଙ୍ଗ ଝିଅ ହେଲା ଅଟୋ ଡ୍ରାଇଭର, ସଂଘର୍ଷର କାହାଣୀ ଶୁଣିଲେ ଆପଣ ବି କରିବେ ସାଲ୍ୟୁଟ୍
କୁହାଯାଏ, ଯଦି କିଛି କରିବାର ଜିଦ୍ ଅଛି, ତା’ହେଲେ କୌଣସି ବି ଶକ୍ତି ଆପଣଙ୍କୁ ଅଟକାଇ ପାରିବ ନାହିଁ। ଜିଦ୍ରେ ଯଦି କିଛି କାମ କରାଯାଏ, ତେବେ ସଫଳତା ନିଶ୍ଚୟ ମିଳିବ। ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଅହମ୍ମଦାବାଦର ୩୫ ବର୍ଷୀୟା ଅଙ୍କିତା ଶାହ। ଅଙ୍କିତା ଅଟୋ ଚଲାଇ ନିଜ କ୍ୟାନସର…