କ୍ରିକେଟ ଇତିହାସରେ ପ୍ରଥମ: ଆନ୍ତର୍ଜାତିକ ମ୍ୟାଚ ବେଳେ ମଇଦାନରେ ବଡ଼ ତ୍ରୁଟି, ଅଟକାଇବାକୁ ପଡ଼ିଲା ମୁକାବିଲା
କ୍ରିକେଟ ଫିଲ୍ଡରେ ଏପରି ଅନେକ ଭୁଲ ହୋଇଥାଏ, ଯେଉଁ କାରଣରୁ ଖେଳ ଉପରେ ପ୍ରଭାବ ପଡ଼ିଥାଏ। ଏପରି କିଛି ପ୍ରଭାବ ଅଷ୍ଟ୍ରେିଲିଆ ଏବଂୱେଷ୍ଟଇଣ୍ଡିଜ ମହିଳା ଦଳର ଟି ୨୦ ମ୍ୟାଚରେ ଦେଖିବାକୁ ମିଳିଛି। ବାରବାଡୋସ୍ ମଇଦାନରେ ଖେଳାଯାଇଥିବା ପୂର୍ବରୁ ଟି ୨୦ ରେ ମଧ୍ୟ ଏପରି ଭୁଲ ହୋଇଥିଲା, ଯାହା…