Below header
Browsing Tag

internet service

ସହଜ ଓ ସୁଗମ ହେବ ଇଣ୍ଟରନେଟ ସେବା, Wi-Fiର କାମ କରିବ LED ବଲ

ଭାରତରେ ଇଣ୍ଟରନେଟର ବ୍ୟବହାର ବହୁଳ ଭାବେ କରାଯାଉଛି । 4G ଇଣ୍ଟରନେଟ ସୁବିଧା ପରେ 5G ଇଣ୍ଟରେନେଟ ସୁବିଧା ଉପଲବ୍ଧ ହୋଇଛି । ଇଣ୍ଟରନେଟ ସ୍ପିଡ ବହୁତ ଅଧିକ ଥିଲେ ମଧ୍ୟ ଲୋକଙ୍କୁ ଆହୁରି ଅଧିକ ସ୍ପିଡ ଇଣ୍ଟରନେଟର ଆବଶ୍ୟକତା ରହିଛି । ଲୋକେ ଇଣ୍ଟରନେଟ ମାଧ୍ୟମରେ ସବୁ କିଛି କରିପାରନ୍ତି ।…

ସମ୍ବଲପୁର ହିଂସା : ପୁଣି ୨୪ ଘଣ୍ଟା ପାଇଁ ଇଣ୍ଟର୍‌ନେଟ୍‌ ସେବା ବନ୍ଦ, ସୂଚନା ଦେଲେ ଲୋକ ସମ୍ପର୍କ ଅଧିକାରୀ

ସମ୍ବଲପୁର (କେନ୍ୟୁଜ): ଆଜି ପୁଣି ଥରେ ସମ୍ବଲପୁର ଜିଲ୍ଲାରେ ୨୪ ଘଣ୍ଟା ପାଇଁ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରହିବ। ସୋସିଆଲ୍‌ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି। ଆସନ୍ତାକାଲି ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା…

ଖୁସି ଖବର ! ଏବେ ପ୍ଲେନରେ ମଧ୍ୟ ଚଲାଇପାରିବେ ଇଣ୍ଟରନେଟ, ଜାଣନ୍ତୁ କିଏ ଯୋଗାଉଛି ଏହି ସେବା

ଭାରତ ଦୁନିଆର ସବୁଠାରୁ ଅଧିକ ଡାଡା ଖର୍ଚ୍ଚ କରୁଥିବା ଦେଶ ମଧ୍ୟରେ ଅନ୍ୟତମ। ଇଣ୍ଟରନେଟ ସେବା ଦେଶର କୋଣ ଅନୁକୋଣରେ ମିଳୁଥିବାରୁ ଡାଟା ମଧ୍ୟ ସେମିତି ବ୍ୟବହାର କରାଯାଉଛି। କିନ୍ତୁ ଏମିତି ଏକ ଜାଗ ରହିଛି, ଯେଉଁଠି ଆଜି ବି ଭାରତୀୟମାନେ ଇଣ୍ଟରନେଟ ସେବାକୁ ବ୍ୟବହାର କରିପାରୁନାହାନ୍ତି। ଆଉ…

ଟେଲିକମ କମ୍ପାନୀର ଅନୁରୋଧ, ମିମ୍ସ, ଜୋକ ଏବଂ ଭିଡିଓ ସେୟାର କରିବା ବନ୍ଦ କରନ୍ତୁ

କରୋନା ଭାଇରସକୁ ନେଇ ସାରା ଦୁନିଆ ଏବେ ଚିନ୍ତାରେ । ସ୍ପେନ୍, ଆମେରିକା, ଇରାନ, ଇଟାଲି ଓ ଭାରତ ଭଳି ଅନେକ ଦେଶକୁ ଲକ୍ ଡାଉନ୍ କରିଦିଆଯାଇଛି । ସଂକ୍ରମଣରୁ ବଞ୍ଚିବା ପାଇଁ ଲୋକମାନଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଉଛି । ଅନେକ ଗୁଡିଏ କମ୍ପାନୀ ନିଜ କର୍ମଚାରୀମାନଙ୍କ ସୁରକ୍ଷାକୁ…

ଏଠାରେ ଆପଣଙ୍କୁ ଭୋଗିବାକୁ ପଡ଼ିବ ଜେଲ୍‌ ଦଣ୍ଡ, ଯଦି ବ୍ୟବହାର କରିବେ ମୋବାଇଲ୍‌ ଫୋନ୍‌

ୱେଷ୍ଟ୍‍ ଭର୍ଜିନିଆ ଏମିତି ଏକ ଦେଶ, ଯେଉଁଠିକୁ ଗଲେ ସବୁକିଛି ଅଜବ ଲାଗିବ। ଏଠାରେ କୌଣସି ବି ବ୍ୟକ୍ତି ନା ଫୋନ୍‌ ବ୍ୟବହାର କରନ୍ତି ନା ଏଠାରେ ଇଣ୍ଟରନେଟ୍‌ ରହିଛି। ଏପର କି, ଯଦି ଆପଣ ସେଠାକୁ ଯାଆନ୍ତି, ତା’ହେଲେ କୌଣସି ବି ଡିଭାଇସ୍‌ ବ୍ୟବହାର କରିବା ଦଣ୍ଡନୀୟ ଅପରାଧ। ପ୍ରକୃତ କଥା ହେଲା,…

ଗତକାଲି ଘଟଣା ପରେ କେନ୍ଦ୍ରାପଡ଼ାରେ ବନ୍ଦ କରାଗଲା ଇଣ୍ଟରନେଟ୍ ସେବା

କେନ୍ଦ୍ରାପଡ଼ା ସହର ଓ ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ। ଗତକାଲି ଘଟିଥିବା ଏକ ଘଟଣା ପରେ ସତର୍କତାମୂଳକ ଭାବେ ଇଣ୍ଟରନେଟ୍‌ ସେବାକୁ ବନ୍ଦ ରଖାଯାଇଥିବା କେନ୍ଦ୍ରାପଡ଼ା ଜିଲ୍ଲାପାଳ ପ୍ରେମଚାନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି । ଗତକାଲି କେନ୍ଦ୍ରାପଡ଼ା ବଡାହାଟରେ ବାପା ଓ ପୁଅ ଦୁଇ…