ଏଠାରେ ଆପଣଙ୍କୁ ଭୋଗିବାକୁ ପଡ଼ିବ ଜେଲ୍‌ ଦଣ୍ଡ, ଯଦି ବ୍ୟବହାର କରିବେ ମୋବାଇଲ୍‌ ଫୋନ୍‌

ୱେଷ୍ଟ୍‍ ଭର୍ଜିନିଆ ଏମିତି ଏକ ଦେଶ, ଯେଉଁଠିକୁ ଗଲେ ସବୁକିଛି ଅଜବ ଲାଗିବ। ଏଠାରେ କୌଣସି ବି ବ୍ୟକ୍ତି ନା ଫୋନ୍‌ ବ୍ୟବହାର କରନ୍ତି ନା ଏଠାରେ ଇଣ୍ଟରନେଟ୍‌ ରହିଛି। ଏପର କି, ଯଦି ଆପଣ ସେଠାକୁ ଯାଆନ୍ତି, ତା’ହେଲେ କୌଣସି ବି ଡିଭାଇସ୍‌ ବ୍ୟବହାର କରିବା ଦଣ୍ଡନୀୟ ଅପରାଧ। ପ୍ରକୃତ କଥା ହେଲା, ଏହି ସହର National Radio Astronomy Observatory ଠାରୁ କିଛି ଦୂରରେ ଅବସ୍ଥିତ। ଏଠାରୁ ଦୁନିଆର ସବୁଠାରୁ ବଡ଼ ରେଡିଓ ଟେଲିସ୍କୋପ୍‌ ଅପରେଟ୍‌ କରାଯାଇଥାଏ।

ଏଠାରେ ବୈଜ୍ଞାନିକମାନେ Asteroids ଏବଂ ଏଲିୟନ୍‌ଙ୍କ ସମ୍ବନ୍ଧିତ ତଥ୍ୟ ଏକାଠି କରିଥାଆନ୍ତି। ଏହି ସ୍ଥାନରେ ବହୁତ ବଡ଼ ମାତ୍ରାରେ ରେଡିଓ Waves ବାହାରିବା କାରଣରୁ ମାଇକ୍ରୋୱେଭସ୍‌ଠାରୁ ଆରମ୍ଭ କରି garage opener ପଯ୍ୟର୍ନ୍ତ ସବୁକିଛି ବ୍ୟାନ୍‌ ହୋଇଛି। କୁହାଯାଏ କି, ଏହି ଡିଭାଇସ୍‌ ବ୍ୟବହାର କରିବାରେ ଟେଲିସ୍କୋପ୍‌ ରିଡିଙ୍ଗ୍‌ରେ ବହୁତ ସମସ୍ୟା ଦେଖାଦେଇଥାଏ।

ଏହାସହ ପଢ଼ନ୍ତୁ: ବାଥରୁମ୍‌ କାମ କରିବା ପାଇଁ ପାଇପ୍‌ ମିସ୍ତ୍ରୀଙ୍କୁ ଘରକୁ ଡାକିଥିଲେ ଏହି ବ୍ୟକ୍ତି, ସିସିଟିଭି ଫୁଟେଜ୍‌ ଦେଖିଲା ପରେ ଉଡିଗଲା ହୋସ୍‌

ଯଦି ଆପଣ ଚୋରି କରି ବି କୌଣସି ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବେ, ସଙ୍ଗେ ସଙ୍ଗେ ସେଠାକାର Surveilleance trucks କୁ ଏହା ବିଷୟରେ ସୂଚନା ମିଳିଯିବ। ଆଉ ଆପଣଙ୍କୁ ଗିରଫ କରାଯିବ। କୁହାଯାଏ, ୨୦୧୪ରେ ଟେଲିସ୍କୋପ ଏକ ହାଇଡ୍ରୋଜେନ୍‌ କ୍ଲାଉଡ୍‌, ମିଲ୍କି ୱେ ଆଡ଼କୁ ଆସୁଥିବାର ପତ୍ତା ଲଗାଇଥିଲା। ଏଥିରୁ ବର୍ତ୍ତିବା ପାଇଁ ଏଠାରେ ମୋବାଇଲ୍‌ ଫୋନ୍‌ ଏବଂ ଇଣ୍ଟରନେଟ୍‌ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି।