ପିତାଙ୍କ ହତ୍ୟାର ବଦ୍ଲା ନେବାକୁ ଛାଡ଼ିଲେ ୨୨ ଲକ୍ଷର ଚାକିରି, ବନିଗଲେ ଆଇପିଏସ୍ ଅଫିସର
ପରିଶ୍ରମର ଫଳ ସବୁବେଳେ ମିଠା। କିନ୍ତୁ ଏହି ପରିଶ୍ରମ ଯେ କେତେ କଷ୍ଟଦାୟକ ତାହା କେବଳ ଜଣେ ଭୁକ୍ତଭୋଗୀ ହିଁ ଜାଣେ। ସଫଳତାର ଅନେକ କାହାଣୀ ଆପଣ ପଢ଼ିଥିବେ ଓ ଶୁଣିଥିବେ ମଧ୍ୟ। ସେଭଳି ଏକ କାହାଣୀ ହେଉଛି ଆଇପିଏସ୍ ନୀରଜ କୁମାର ଜାଡଉନଙ୍କର। ପିତାଙ୍କ ସହ ହୋଇଥିବା ଦୁର୍ବ୍ୟବହାରର ପ୍ରତିଶୋଧ…