ଡ. ଇତିରାଣୀ ସାମନ୍ତଙ୍କୁ “ଶ୍ରେଷ୍ଠ ନାରୀଶକ୍ତି ସାହିତ୍ୟ ସମ୍ମାନ”, କୋଲକାତା ଓଡ଼ିଶା ୱେଲ୍ ଫେୟାର…
କୋଲକାତା (କେନ୍ୟୁଜ): ସୁସାହିତ୍ୟିକ ଡ.ଇତିରାଣୀ ସାମନ୍ତଙ୍କୁ "ଶ୍ରେଷ୍ଠ ନାରୀଶକ୍ତି ସାହିତ୍ୟ ସମ୍ମାନ" ପ୍ରଦାନ। କୋଲକାତାର ଓଡ଼ିଆ ସାଂସ୍କୃତିକ ସଂଗଠନ "ଓଡ଼ିଶା ୱେଲ୍ ଫେୟାର ସୋସାଇଟି" ପକ୍ଷରୁ ଲୋକପ୍ରିୟ କାଦମ୍ବିନୀ ପତ୍ରିକାର ସମ୍ପାଦିକା ଡ. ଇତିରାଣୀ ସାମନ୍ତଙ୍କୁ "ଶ୍ରେଷ୍ଠ ନାରୀ…