Below header
Browsing Tag

jaaved jaaferi

CAAର ଟ୍ରୋଲିଙ୍ଗରେ ବିରକ୍ତ ହୋଇ ଶେଷରେ ଜାଭେଦ ଜାଫରି ଛାଡିଲେ ସୋସିଆଲ ମିଡ଼ିଆ, ଟ୍ୱିଟ କରି କହିଲେ ଏପରି

ନାଗରିକ ସଂଶୋଧନ କାନୁନ(CAA) ଏବଂ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର(NRC)କୁ ନେଇ ସାରାଦେଶରେ ହିଂସା ବଢ଼ିବାରେ ଲାଗିଛି । ଏହା ବିରୋଧରେ ଦେଶର ଅନେକ ରାଜ୍ୟରେ ଲଗାତାର ବିରୋଧ ପ୍ରଦର୍ଶନ କରାଯାଉଛି । ସରକାର ମଧ୍ୟ ଲଗାତାର ନିଜର ପକ୍ଷ ରଖିବା ସହ ଏଭଳି ଗୁଜବ ଉପରେ ଧ୍ୟାନ ନଦେବା ପାଇଁ…