ଜ୍ୟାକଲିନ୍ ପ୍ରଥମ ଥର ପାଇଁ ନିଜ କମରରେ ବନାଇଲେ ଟାଟୁ, ସାଙ୍ଗମାନଙ୍କ ସହିତ ମସ୍ତି କରୁଥିବାର ଭିଡିଓ ହେଉଛି ଭାଇରାଲ
ବଲିଉଡର ହଟ୍ ଆଣ୍ଡ ସେକ୍ସୀ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ୍ ନିଜର ଫିଟନେସ ଏବଂ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଜ୍ୟାକଲିନ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଦେଖାଯାଉଛି ଯେ ଜ୍ୟାକଲିନ ପ୍ରଥମ ଥର ପାଇଁ ଟାଟୁ କରୁଥିବାର ନଜର…