Browsing Tag

jagannath suna besha

ଜଗା ପାଇଁ ଯାଉଛି ସତ୍ୟ ଯୁଗର ବୃକ୍ଷରୁ ଲକ୍ଷେ ତୁଳସୀ ପତ୍ରର ଭାର

ସାଲେପୁର: ପବିତ୍ର ସୁନାବେଶ ସହିତ ଜଗନ୍ନାଥଙ୍କ ତୁଳସୀ ବେଶ ନିମନ୍ତେ କଟକ ଜିଲ୍ଲା ସାଲେପୁରରୁ ଯାଉଛି ସତ୍ୟ ଯୁଗର ତୁଳସୀ । ସତ୍ୟ ଯୁଗର ବୃକ୍ଷରୁ ଯାଉଛି ଏହି ତୁଳସୀ ଭାର । ସେଥିପାଇଁ ଅତି ଶ୍ରଦ୍ଧାରେ ଭକ୍ତ ତୁଳସୀ ଭାରକୁ ମୁଣ୍ଡରେ ମୁଣ୍ଡେଇ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ଦେଖନ୍ତୁ…

ଆଜି ସୁନାବେଶରେ ଝଟକିବେ ମହାବାହୁ: ଯଦି ପୁରୀ ଯାଉଛନ୍ତି, ଜାଣି ନିଅନ୍ତୁ କେଉଁ ପଟେ ଯିବେ

ପୁରୀ : ଆଜି ସୁନାବେଶରେ ଝଟକିବେ ମହାବାହୁ ।  ମହଣ ମହଣ ସୁନାରେ ଆଭୁଷିତ ହେବେ ଦାରୁବ୍ରହ୍ମ ।  ଶ୍ରୀଜିଉଙ୍କ ଏହି ଆକର୍ଷଣୀୟ ବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହେବ ।  ଆଜି ସକାଳୁ ସକାଳୁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇ ଉଠିଥିବା ବେଳେ ପୁରୀକୁ…

ଏଥର ବାହୁଡାର ଦୁଇ ଦିନ ପରେ ମହାପ୍ରଭୁଙ୍କ ସୁନାବେଶ, ଚଳିତ ବର୍ଷ ୪ ଦିନ ପଡ଼ିବ ପଞ୍ଚକ

ପୁରୀ(କେନ୍ୟୁଜ୍‌) : ଆସନ୍ତା ଜୁନ ୨୨ରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପଡ଼ିବେ। ଏହି ଦିନଠାରୁ ଅନବସର ଘରେ ରହିବେ ଚତୁର୍ଦ୍ଧାବିଗ୍ରହ । ମହାପ୍ରଭୁ ସୁସ୍ଥ ହେବା ପରେ ଜୁଲାଇ ୭ରେ ଅନୁଷ୍ଠିତ ହେବ ଶ୍ରୀଗୁଣ୍ଡିଚା ଯାତ୍ରା । ଚଳିତ ବର୍ଷ ରଥଯାତ୍ରା…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ, ଅପରାହ୍ନ ୨ଟା ଯାଏଁ ଦର୍ଶନ କରିପାରିବେ ଭକ୍ତ

ପୁରୀ(କେନ୍ୟୁଜ୍): ସୁନା ବେଶରେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀମନ୍ଦିରରେ ସୁନାବେଶ ବା ରାଜାଧିରାଜ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଗତକାଲି ରାତି ୨ଟା ୫୦ ମିନିଟ୍‌ରେ ଶ୍ରୀଜିଉଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା। ୫ଟା ୪୦ରେ ସରିଥିଲା ଭୋଗମଣ୍ଡପ। ଭୋଗମଣ୍ଡପ ପରେ ଆରମ୍ଭ ହୋଇଛି ଦର୍ଶନ।…

ଆଜି ମହାପ୍ରଭୁଙ୍କ ସୁନାବେଶ: ମହଣ ମହଣ ଅଳଙ୍କାରରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଜନ୍ମ ବେଦୀରେ ଲୀଳା ଖେଳା ସାରି ବାହୁଡିଲେ ଚତୁର୍ଦ୍ଧାମୂର୍ତ୍ତି। ଆଜି ମହାପ୍ରଭୁଙ୍କ ସୁନାବେଶ । ଆଷାଢ ଶୁକ୍ଳ ଏକାଦଶୀରେ ରଥରେ ମହାପ୍ରଭୁଙ୍କ ହେଉଥିବା ବେଶକୁ ହରିଶୟନ ଏକାଦଶୀ ଦର୍ଶନ ଭାବେ ମଧ୍ୟ ବର୍ଣ୍ଣନା କରାଯାଏ । ଏହି ଦୁର୍ଲଭ ବେଶକୁ ଦର୍ଶନ କରିବା ପାଇଁ ଲକ୍ଷାଧିକ…