ଶ୍ୱଶୁର ଘର ଲୋକଙ୍କ ଆକ୍ରମଣରେ ଝିଅ ଜ୍ୱାଇଁ ଗୁରୁତର, ସମୁଦୁଣି ମୃତ
ଜଗତସିଂହପୁର(କେନ୍ୟୁଜ) : ଘରୋଇ କଳିରୁ ହତ୍ୟାକାଣ୍ଡ । ଶ୍ୱଶୁର ଘର ଲୋକଙ୍କ ଆକ୍ରମଣରେ ଜ୍ୱାଇଁ ରାକେଶ ବିଶ୍ୱାଳଙ୍କ ମାଆ ମୃତ । ରାକେଶ ଓ ବୋହୂ ଟିକିନା ଗୁରୁତର ଆହତ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳର ଓଗରପୂର ଠାରେ ଘରୋଇ କଳିକୁ ନେଇ ବିଳମ୍ୱିତ ରାତିରେ ହତ୍ୟାକାଣ୍ଡ ହୋଇଥିବା…