Below header
Browsing Tag

jajpur bjp

ଯାଜପୁର ବିଜେପିକୁ ଝଟକା, ଇସ୍ତଫା ଦେଲେ ଯୁବ ମୋର୍ଚା ରାଜ୍ୟକାରିଣୀ ସଦସ୍ୟ ଓ ଯୁବ ମୋର୍ଚା ସାଧାରଣ ସମ୍ପାଦକ

କେନ୍ୟୁଜ୍(ବ୍ୟୁରୋ):  ଯାଜପୁର ବିଜେପିରୁ ଇସ୍ତଫା ଦେଲେ ଯାଜପୁର ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚା ରାଜ୍ୟ କାରିଣୀ ସଦସ୍ୟ ସୌମ୍ୟ ରଞ୍ଜନ ଧଳ, ଜିଲ୍ଲା ଯୁବ ମୋର୍ଚା ସାଧାରଣ ସମ୍ପାଦକ ହୃଷୀକେଶ ମେକାପଙ୍କ ସହ ଶତାଧିକ ଭାରତୀୟ ଜନତା ପାର୍ଟିର କର୍ମୀ । ଆଜି ବିଜେପି ଦଳରୁ ବିଧିବଦ୍ଧ ଭାବେ…

ସ୍ମିତାରାଣୀଙ୍କ ଘଟଣାରେ ଏସପି ଚରଣ ସିଂ ମୀନାଙ୍କ ମନ୍ତବ୍ୟକୁ ବିରୋଧ କରି ଜିଲ୍ଲା ବିଜେପି ପକ୍ଷରୁ ସମସ୍ତ ଥାନା ଓ…

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଧର୍ମଶାଳା ବ୍ଲକ ହରିଦାଶପୁର ପି ଇ ଓ ସ୍ମିତାରାଣୀ ଙ୍କ ଚରିତ୍ର ସଂହାର ଏବଂ ତଦନ୍ତରେ ଅବହେଳା ପ୍ରଦର୍ଶନ କରବା ଅଭିଯୋଗରେ ଯାଜପୁର ଜିଲ୍ଲା ବିଜେପି ପକ୍ଷରୁ ଆଜି ଜିଲ୍ଲାର ସମସ୍ତ ଥାନା ଓ ଫାଣ୍ଡି ରେ ଏସ ପି ଚରଣ ସିଂ ମିନା ଙ୍କ ବିରୋଧ ରେ ଏତଲା ଦିଆଯାଇଛି।…