Browsing Tag

jajpur rugby

ଯାଜପୁର: ଦଶରଥପୁରର ଦିଲ୍ଲୀପ ତିର୍କୀ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ରଗବୀ ଇଣ୍ଡିଆର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଯାଜପୁର ଟାଉନ(କେନ୍ୟୁଜ୍): ରଗବୀ ଇଣ୍ଡିଆ ଦ୍ଵାରା ଓଡ଼ିଶା ରଗବୀ ଫୁଟବଲ୍ ଆସୋସିଏସନ୍ ଏବଂ ଯାଜପୁର ରଗବୀ ଫୁଟବଲ ଆସୋସିଏସନର ମିଳିତ ସହଯୋଗରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।  ଦଶରଥପୁର ଉଚ୍ଚ ବିଦ୍ୟାଳୟ ସ୍ଥିତ ଦିଲ୍ଲୀପ ତିର୍କୀ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଖେଳାଳୀ, କୋଚ୍, ଖେଳ…