Browsing Tag

jalha chakri by mahura tipiria

ଗଣତନ୍ତ୍ର ଦିବସରେ ଜଳଚକ୍ରି ନିର୍ମାଣ କରିଥିବା କରଞ୍ଜିଆ ଉପଖଣ୍ଡର ମହୁର ଟିପିରିଆଙ୍କୁ ସମ୍ମାନିତ କଲେ ଉପଜିଲ୍ଲାପାଳ

କରଞ୍ଜିଆ: କେନ୍ଯୁଜର ମହାପ୍ରଭାବ। ଆଜି ଜାନୁଆରୀ ୨୬ ଉପଲକ୍ଷେ କରଞ୍ଜିଆ ଉପଖଣ୍ଡରେ ମହୁର ଟିପିରିଆଙ୍କୁ ସମ୍ମାନିତ କରାଯାଇଛି । ୫ ହଜାର ଟଙ୍କା ମାନପତ୍ର ଓ ଉପଢୌକନ ପ୍ରଦାନ କରିଛନ୍ତି ଉପଜିଲ୍ଲାପାଳ ଡ଼ଃ ରଂଜିନିକାନ୍ତ ବିଶ୍ୱାଳ । କେନ୍ଯୁଜରରେ ପ୍ରଥମେ ମହୁର ଟିପିରିଆ ବିନା ଯନ୍ତ୍ରପାତି…