Browsing Tag

jammu srinagar national highway blocked

ବିଗିଡିଲା ପାଣିପାଗ, ଜମ୍ମୁ-ଶ୍ରୀନଗର ହାଇୱେ ଘଣ୍ଟା ଘଣ୍ଟା ଧରି ବନ୍ଦ, ଗାଡ଼ି ଭାସି ଯାଉଥିବାର ଭିଡିଓ ଦେଖନ୍ତୁ

ଜମ୍ମୁକାଶ୍ମୀର(କେନ୍ୟୁଜ୍) : ଜମ୍ମୁକାଶ୍ମୀରରେ ପାଣିପାଗ ବୁଧବାର ଦିନ ପୁଣି ବିଗିଡିଯାଇଛି । ଉଚ୍ଚ ପର୍ବତ ଅଞ୍ଚଳରେ ବରଫବର୍ଷା ହେବାବେଳେ ତଳ ଅଞ୍ଚଳରେ ବହୁତ ବର୍ଷା ହେଉଛି । ଜମ୍ମୁରେ ଗତକାଲି ସନ୍ଧ୍ୟାରେ ହଲକା ବର୍ଷା ହେବାପରେ ରାତିରେ ପାଖାପାଖି ୯ଟା ବେଳେ ଯୋରରେ ପବନ ହେବା ସହିତ ବର୍ଷା…